ପରିକର Parikara

  • ସଂ. ବି. (ପରି+କୃ ଧାତୁ=କରିବା+ଅଧିକରଣ. ଅ) — ପର୍ଯ୍ୟଙ୍କ; ଶଯ୍ୟା — Bedstead; bed
  • ସଂ. ବି. (ପରି+କୃ ଧାତୁ=କରିବା+ଅଧିକରଣ. ଅ) — ପୁଂ. (ପରି+କୃ ଧାତୁ+କର୍ତ୍ତୃ. ଅ)—ସହଚର — Companion
  • ସଂ. ବି. (ପରି+କୃ ଧାତୁ=କରିବା+ଅଧିକରଣ. ଅ) — ପରିବାର; ପରିଜନ — Family
  • ସଂ. ବି. (ପରି+କୃ ଧାତୁ=କରିବା+ଅଧିକରଣ. ଅ) — ପରିଚାରକ; ଭୃତ୍ୟ; ଅନୁଚର — Attendant; servant; retinue; entourage
  • ସଂ. ବି. (ପରି+କୃ ଧାତୁ=କରିବା+ଅଧିକରଣ. ଅ) — ତୋର ପରିକର ରେ ରାମା ! ତୋର ପରି କର, ଆଜି ତୁହି ରତେ ମୋତେ ତୋର ପରି କର। କବିସୂର୍ଯ୍ୟ. ସଙ୍ଗୀତ।
  • ସଂ. ବି. (ପରି+କୃ ଧାତୁ=କରିବା+ଅଧିକରଣ. ଅ) — ଯାନ ବାହନ — Conveyance
  • ସଂ. ବି. (ପରି+କୃ ଧାତୁ=କରିବା+ଅଧିକରଣ. ଅ) — (ପରି+କୃ ଧାତୁ+କର୍ମ. ଅ)—ଉପକରଣ — Material
  • ସଂ. ବି. (ପରି+କୃ ଧାତୁ=କରିବା+ଅଧିକରଣ. ଅ) — ସମୂହ — Collection
  • ସଂ. ବି. (ପରି+କୃ ଧାତୁ=କରିବା+ଅଧିକରଣ. ଅ) — କଟିବନ୍ଧ — Belt; zone; girdle
  • ସଂ. ବି. (ପରି+କୃ ଧାତୁ=କରିବା+ଅଧିକରଣ. ଅ) — ଆରମ୍ଭ — Beginning
  • ସଂ. ବି. (ପରି+କୃ ଧାତୁ=କରିବା+ଅଧିକରଣ. ଅ) — ନିଷ୍ପତ୍ତି — Decision
  • ସଂ. ବି. (ପରି+କୃ ଧାତୁ=କରିବା+ଅଧିକରଣ. ଅ) — ପ୍ରଗାଢ଼ ଚେଷ୍ଟା — Great exertion