ପରାହ୍ଣ Parāhṇa

  • ସଂ. ବି. ( 6 ଷ୍ଠୀ ତତ୍; ପର+ଅହନ୍=ଦିବସ; ଦିବସର ପର ବା ଶେଷ ଭାଗ) — ଅପରାହ୍ଣ; ଓପର ଓଳି; ଦିନ ଦ୍ୱିପ୍ରହର ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ — Afternoon