ପରାରି Parāri

  • ସଂ. ଅ. (ପର=ଅନ୍ୟ; ଗତ+ଅରି=ପୂର୍ବତରସ୍ମିନ୍ ବର୍ଷେ; ନିପାତନସିଦ୍ଧ) — ଗତ ବର୍ଷର ପୂର୍ବବର୍ଷ; ତିଦସ୍ତା ବର୍ଷ — Year before last
  • ସଂ. ଅ. (ପର=ଅନ୍ୟ; ଗତ+ଅରି=ପୂର୍ବତରସ୍ମିନ୍ ବର୍ଷେ; ନିପାତନସିଦ୍ଧ) — ଆସନ୍ତା ବର୍ଷର ପରବର୍ତ୍ତୀ ବର୍ଷ — Year after next
  • ସଂ. ବିଣ. ( 6 ଷ୍ଠୀ ତତ୍; ପର+ଅରି) — ପରର ଶତ୍ରୁ — The enemy of another