ପରାଣ Parāṇa
- ଗ୍ରା. (ପଦ୍ୟ) (ସଂ. ପ୍ରାଣ) — ଜୀବନ — Life
- ଗ୍ରା. (ପଦ୍ୟ) (ସଂ. ପ୍ରାଣ) — କି ସୁଖ, ହେ ପାଣ୍ଡୁନାଥ ଏ ଦଗ୍ଧ ପରାଣେ ଗୃହେ ଥାଇ— ରାଧାନାଥ. ମହାଯାତ୍ରା।
- ଗ୍ରା. (ପଦ୍ୟ) (ସଂ. ପ୍ରାଣ) — (ପୁଂ. ଓ ସ୍ତ୍ରୀ) (ପ୍ରେମିକ ପ୍ରେମିକାଙ୍କର ପରସ୍ପର ପ୍ରତି ସମ୍ବୋଧନ; ସଙ୍ଗୀ ବା ଅତି ପ୍ରିୟତମ ବ୍ୟକ୍ତି ପ୍ରତି ସମ୍ବୋଧନ) ପ୍ରାଣଧନ; ପ୍ରିୟତମ ବ୍ୟକ୍ତି — One's dearest or beloved person