ପରାଜୟ Parājaya
- ସଂ. ବି—(ପରା=ବ୍ୟତିକ୍ରମ; ବିପରୀତ+ଜି ଧାତୁ=ଜୟ କରିବା+ଭାବ. ଅ) — ପରାଭବ; ପରାସ୍ତ ହେବା — Defeat; overthrow
- ସଂ. ବି—(ପରା=ବ୍ୟତିକ୍ରମ; ବିପରୀତ+ଜି ଧାତୁ=ଜୟ କରିବା+ଭାବ. ଅ) — ମକଦ୍ଦମାରେ ହାରିବା — Defeat or discomfiture in a law suit
- ଦେ. ବି — ପରାଞ୍ଜୟ—(ଦେଖ) — Parān̄jaya (See)