ପରାଚୀ Parāchī

  • ଗ୍ରା. ବି. (ନାମ) (ସଂ. ପ୍ରାଚୀ) — ପୁରୀଜିଲ୍ଲାର ପ୍ରାଚୀନଦୀ — The Prāchī river in Puri district
  • ଗ୍ରା. ବି. (ନାମ) (ସଂ. ପ୍ରାଚୀ) — (ପଦ୍ୟ) ପ୍ରାଚୀ—ଦେଖ — Prāchī (See)
  • ଗ୍ରା. ବି. (ନାମ) (ସଂ. ପ୍ରାଚୀ) — ଦେଖୁଁ ଦେଖୁଁ ଦେଖାଦେଲା ପାଟଳିମା ପରାଚୀମୂଳେ—ରାଧାନାଥ, ଯଯାତି।