ପରାଗତ Parāgata
- ସଂ. ବିଣ. ପୁଂ. (ପରା=ପଶ୍ଚାତ୍; ବିପରୀତଭାବେ+ଆ+ଗମ୍ ଧାତୁ+କର୍ତ୍ତୃ. ତ) — ପଶ୍ଚାଦାଗତ — Come late; arrived late
- ସଂ. ବିଣ. ପୁଂ. (ପରା=ପଶ୍ଚାତ୍; ବିପରୀତଭାବେ+ଆ+ଗମ୍ ଧାତୁ+କର୍ତ୍ତୃ. ତ) — ବିସ୍ମୃତ — Forgotton
- ସଂ. ବିଣ. ପୁଂ. (ପରା=ପଶ୍ଚାତ୍; ବିପରୀତଭାବେ+ଆ+ଗମ୍ ଧାତୁ+କର୍ତ୍ତୃ. ତ) — ପ୍ରତ୍ୟାଗତ — Returned
- ସଂ. ବିଣ. ପୁଂ. (ପରା=ପଶ୍ଚାତ୍; ବିପରୀତଭାବେ+ଆ+ଗମ୍ ଧାତୁ+କର୍ତ୍ତୃ. ତ) — ବ୍ୟାପ୍ତ — Spread
- ସଂ. ବିଣ. ପୁଂ. (ପରା=ପଶ୍ଚାତ୍; ବିପରୀତଭାବେ+ଆ+ଗମ୍ ଧାତୁ+କର୍ତ୍ତୃ. ତ) — ବିକଶିତ — Explanded; blown
- ସଂ. ବିଣ. ପୁଂ. (ପରା=ପଶ୍ଚାତ୍; ବିପରୀତଭାବେ+ଆ+ଗମ୍ ଧାତୁ+କର୍ତ୍ତୃ. ତ) — ଯୁକ୍ତ — Joined; attached