ପରାଏ Parāe

  • ଦେ. ଅ. (ପଦ୍ୟ) (ସଂ. ପ୍ରାୟ) — ପ୍ରାୟ — Like
  • ଦେ. ଅ. (ପଦ୍ୟ) (ସଂ. ପ୍ରାୟ) — ମିଆଦି ଟାଳିଲି ପିଆଦା ପରାଏ ମାର ଝିଙ୍କେ ଆସୁ ଯାଉ। କବିସୂର୍ଯ୍ୟ, ସଂଗୀତ।