ପରସ୍ୱ Paraswa

  • ସଂ. ବି. ( 6 ଷ୍ଠୀ ତତ୍; ପର+ସ୍ୱ; ତୁଳ; ଦେବସ୍ୱ; ଶିବସ୍ୱ; ବ୍ରହ୍ମସ୍ୱ) — ପରଦ୍ରବ୍ୟ; ପରଧନ — Another's property; the property of others