ପରଶୁ Paraṡu

  • ସଂ. ବି. (ପର=ଶତ୍ରୁ+ଶୁ ଧାତୁ=ହିଂସା କରିବା+କରଣ ଉ) — ପରଶ୍ୱଧ; ଯୁଦ୍ଧ କୁଠାର; ଟାଙ୍ଗି; ଟାଙ୍ଗିଆ — Battle axe; hatchet
  • ସଂ. ବି. (ପର=ଶତ୍ରୁ+ଶୁ ଧାତୁ=ହିଂସା କରିବା+କରଣ ଉ) — [ଦ୍ର—ଏଥିରେ ଗୋଟିଏ ଦଣ୍ଡର ମୁଣ୍ଡରେ ଅର୍ଦ୍ଧ ଚନ୍ଦ୍ରାକୃତି ବିସ୍ତୃତାସ୍ୟ ତୀକ୍ଷ୍ଣଲୌହ ଫଳକ ଲାଗି ଥାଏ ।]
  • ଦେ. ବି — ପରଶମଣି (ଦେଖ) — Paraṡamaṇi (See)
  • ଦେ. ବି — ପରଶୁରାମ (ଦେଖ) — Paraṡurāma (See)
  • ଦେ. ବି — ତହୁଁ ପରଶୁ ଅବତାର, ତୀକ୍ଷ୍ଣ କୁଠାର ଘେନି କର । ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ ।
  • ଦେ. ବି — (ଆଦରାର୍ଥକ) ପରଶୁରାମ ନାମକ ବ୍ୟକ୍ତିର ଡାକ ନାମ — Name by which a person named Paraṡurāma is called