ପରଳ Paraḻa

  • ଦେ. ବି. (ସଂ. ପଟଳ) — ନେତ୍ରରୋଗବିଶେଷ; ମୋତିଆବିନ୍ଦୁ; ଆଖି ଡୋଳାଉପରେ ମାଡ଼ିଯିବା ଆବରଣ — Film in the eye. cataract; pearl in the eye