ପରମାଦ Paramāda
- ଗ୍ରା. (ପଦ୍ୟ) ବି (ସଂ. ପ୍ରମାଦ) — ପ୍ରମାଦ (ଦେଖ) — Pramāda (See)
- ଗ୍ରା. (ପଦ୍ୟ) ବି (ସଂ. ପ୍ରମାଦ) — ପାତିତ୍ୟ ଧ୍ୱଂସୀ ଶ୍ରୀମହାପ୍ରସାଦେ ଜାତି ବିଧ୍ୱଂସ ହେଲେ ପରମାଦେ । କବିସୂର୍ଯ୍ୟ,
- ବିଣ (ସଂ. ପ୍ରମାଦଦାୟକ) — ଦୁଃଖଦାୟକ — Painful; afflicting
- ବିଣ (ସଂ. ପ୍ରମାଦଦାୟକ) — ପ୍ରିୟସହି, ପରମାଦ ବଡ଼ ତୁହି ଗୋ । କବିସୂର୍ଯ୍ୟ, କିଶୋରଚମ୍ପୂ. ପ ଗୀତ।