ପରଦାନ Paradāna

  • ଗ୍ରା. (ପଦ୍ୟ) ବି. (ସଂ. ପ୍ରଦାନ) — ପ୍ରଦାନ (ଦେଖ) — Pradāna (See)
  • ଗ୍ରା. (ପଦ୍ୟ) ବି. (ସଂ. ପ୍ରଦାନ) — ବିଳସେ ପାଶେ ଭୃଙ୍ଗ ଭୃଙ୍ଗୀ ନିକର, ବାଜେଣୀ ବଳା ପରଦାନ ପ୍ରକାର। ଭଞ୍ଜ. ବୈଦେହୀଶବିଳାସ।