ପରଣ Paraṇa

  • ଦେ. ବି. (ସଂ. ପରିଧାନ) — ପରିଧାନ; ପିନ୍ଧିବା — Wearing
  • ଦେ. ବି. (ସଂ. ପରିଧାନ) — ପିନ୍ଧା; ପିନ୍ଧିବା ଲୁଗା — Clothes worn
  • ଦେ. ବି. (ସଂ. ପରିଧାନ) — ଲୁଗା ପିନ୍ଧିବାର ଢଙ୍ଗ — Mode of wearing cloth or dressingo