ପରଗନା Paraganā

  • ବୈଦେ. ବି. (ଫା. ପରଗନା; ତୁଳ ସଂ. ପରିଗଣ= ଗୃହ) — ଜିଲ୍ଲାର ରାଜସ୍ୱ ବିଭାଗ; ପର୍ଗନ୍ନା; ଚକଲା — Fiscal subdivsion of a district; pergunna
  • ବୈଦେ. ବି. (ଫା. ପରଗନା; ତୁଳ ସଂ. ପରିଗଣ= ଗୃହ) — [ଦ୍ର—ମୁସଲମାନ ରାଜତ୍ୱରେ ଏ ରାଜସ୍ୱ ବିଭାଗ ହୋଇଥିଲା; ଏହା ଆଜି ପର୍ଯ୍ୟନ୍ତ ମଧ୍ୟ ଚଳୁ ଅଛି। କେତେକଗୁଡ଼ିଏ ମଉଜାର ସମଷ୍ଟି ପରଗଣା; ଗୁଡ଼ିଏ ପରଗଣାର ସମଷ୍ଟି ଥାନା; ଗୁଡ଼ିଏ ଥାନାର ସମଷ୍ଟି ତହସିଲ; ଗୁଡ଼ିଏ ତହସିଲର ସମଷ୍ଟି ଜିଲ୍ଲା।]