ପରକୀୟ Parakīya
- ସଂ. ବିଣ. (ପର+ସମ୍ବନ୍ଧେ. ଈୟ; କ ଆଗମ; ତୁଳନା କର ରାଜକୀୟ, ସ୍ୱକୀୟ) — ଅନ୍ୟ ସମ୍ବନ୍ଧୀୟ — Pertaining to another
- ସଂ. ବିଣ. (ପର+ସମ୍ବନ୍ଧେ. ଈୟ; କ ଆଗମ; ତୁଳନା କର ରାଜକୀୟ, ସ୍ୱକୀୟ) — ଅନ୍ୟଦୀୟ; ଅନ୍ୟର — Belonging to a nd person or stranger
- ସଂ. ବିଣ. (ପର+ସମ୍ବନ୍ଧେ. ଈୟ; କ ଆଗମ; ତୁଳନା କର ରାଜକୀୟ, ସ୍ୱକୀୟ) — ଯେ ଆପଣାର ନୁହେଁ; ଅନାତ୍ମୀୟ — 3. Strange; not belonging to oneself
- ସଂ. ବିଣ. (ପର+ସମ୍ବନ୍ଧେ. ଈୟ; କ ଆଗମ; ତୁଳନା କର ରାଜକୀୟ, ସ୍ୱକୀୟ) — ବିପକ୍ଷ; ବିପକ୍ଷତାଚାରୀ — Hostile. (M.W.)