ପବ Paba
- ଦେ. ବି. (ସଂ. ପର୍ବ) — ପଗ (ଦେଖ) — Paga (See)
- ଦେ. ବି. (ସଂ. ପର୍ବ) — ଅଙ୍ଗୁଷ୍ଠ ପବ ମାତ୍ର ହୋଇ, ଷାଠି ସହସ୍ର ମୁନି ତହିଁ । ଜଗନ୍ନାଥ. ଭାଗବତ ।
- ସଂ. ବି. (ପୂ ଧାତୁ= ଶୁଦ୍ଧ କରିବା + କର୍ତ୍ତୃ. ଅ) — ପବନ — Air
- ସଂ. ବି. (ପୂ ଧାତୁ= ଶୁଦ୍ଧ କରିବା + କର୍ତ୍ତୃ. ଅ) — ଗୋବର — Cowdung
- ସଂ. ବି. (ପୂ ଧାତୁ= ଶୁଦ୍ଧ କରିବା + କର୍ତ୍ତୃ. ଅ) — (+ ଭାବ ଅ) ଧାନରୁ ଅଗାଡ଼ି ସଫା କରିବା — Winnowing of corn