ପବେନି Pābeni

  • ଗ୍ରାମ୍ୟ. ବି. (ପ୍ରାଚୀନପଦ୍ୟ) (ସଂ. ପାବନି) — ହନୁମାନ୍ — Hanumān
  • ଗ୍ରାମ୍ୟ. ବି. (ପ୍ରାଚୀନପଦ୍ୟ) (ସଂ. ପାବନି) — ପୁଣି ଏକ ବୃକ୍ଷ ସେ ଯେ ଉପାଡ଼ି ଧରଇ, ପାବେନିର ଅଙ୍ଗେ ବେଗେ ପିଟିଲାଣି ନେଇ। ବିଶ୍ୱନାଥ, ବିଚିତ୍ର ରାମାୟଣ।