ପବନ Pabana
- ସଂ. ବି. (ପୂ ଧାତୁ= ଶୁଦ୍ଧ କରିବା+କର୍ତ୍ତୃ. ଅନ) — ବାୟୁ — Air; wind
- ସଂ. ବି. (ପୂ ଧାତୁ= ଶୁଦ୍ଧ କରିବା+କର୍ତ୍ତୃ. ଅନ) — ବାୟୁ ଦେବତା — The God of wind; ælus
- ସଂ. ବି. (ପୂ ଧାତୁ= ଶୁଦ୍ଧ କରିବା+କର୍ତ୍ତୃ. ଅନ) — (+ଭାବ. ଅନ) ଧାନ୍ୟାଦିରୁ ତୁଷ ଉତ୍ସାରଣ — Winnowing of husks from grains
- ସଂ. ବି. (ପୂ ଧାତୁ= ଶୁଦ୍ଧ କରିବା+କର୍ତ୍ତୃ. ଅନ) — ଶୋଧନ — Refining; cleansing
- ସଂ. ବି. (ପୂ ଧାତୁ= ଶୁଦ୍ଧ କରିବା+କର୍ତ୍ତୃ. ଅନ) — କୁମ୍ଭାରର ଉହା — Potter's kiln
- ସଂ. ବି. (ପୂ ଧାତୁ= ଶୁଦ୍ଧ କରିବା+କର୍ତ୍ତୃ. ଅନ) — ଜଳ; ପାଣି (ହି. ଶ.) — Water
- ସଂ. ବି. (ପୂ ଧାତୁ= ଶୁଦ୍ଧ କରିବା+କର୍ତ୍ତୃ. ଅନ) — ଶ୍ୱାସ (ହି. ଶ.) — Breath
- ସଂ. ବି. (ପୂ ଧାତୁ= ଶୁଦ୍ଧ କରିବା+କର୍ତ୍ତୃ. ଅନ) — ପ୍ରାଣବାୟୁ (ହି. ଶ.) — Vital air of the body
- ସଂ. ବି. (ପୂ ଧାତୁ= ଶୁଦ୍ଧ କରିବା+କର୍ତ୍ତୃ. ଅନ) — ବିଷ୍ଣୁ — Bishṇu
- ସଂ. ବି. (ପୂ ଧାତୁ= ଶୁଦ୍ଧ କରିବା+କର୍ତ୍ତୃ. ଅନ) — ଉତ୍ତମ ମନୁଙ୍କ ପୁତ୍ରର ନାମ (ହି. ଶ.) — Name of a son of Uttama Manu
- ସଂ. ବି. (ପୂ ଧାତୁ= ଶୁଦ୍ଧ କରିବା+କର୍ତ୍ତୃ. ଅନ) — ଚାଲୁଣୀ — Sieve; strainer. (Apte)
- ସଂ. ବିଣ — ପବିତ୍ର — Pure