ପବତା Pabatā

  • ଦେ. ବି. (ସଂ. ପର୍ବତ ମତ୍ସ୍ୟ) — ଅକାତିଆ ଶ୍ୱେତବର୍ଣ୍ଣ ମତ୍ସ୍ୟବିଶେଷ — The butter fish; Pabda; Callichrous Bimaculatus
  • ଦେ. ବି. (ସଂ. ପର୍ବତ ମତ୍ସ୍ୟ) — [ଦ୍ର— ଏହା ବଚୁଆ ମାଛ ପରି। ଏହାର ତଳ ଓଠ ଦୀର୍ଘ। ଏହାର ମେରୁଦଣ୍ଡ ଛଡ଼ା ଆଉ କଣ୍ଟା ନାହିଁ।]