ପନା Panā

  • ଦେ. ବି — (ସଂ. ପ୍ରସ୍ମବ)—ଗୋ ଆଦି ପଶୁଙ୍କ ସ୍ତନ — The udder of cows and other beasts
  • ଦେ. ବି — (ସଂ. ପରିଣାହ) ଲୁଗାର ପ୍ରସ୍ଥ — The breadth of cloth
  • ପ୍ରାଦେ. (ସମ୍ବଲପୁର) ବି. (ସଂ. ପ୍ରପାନକ) — ଆଖୁ ଦୋରୁଅ — Sugarcane juice