ପନସ Panasa
- ସଂ. ବି (ପନ୍ ଧାତୁ= ସ୍ତୁତି କରିବା+କର୍ମ, ସଂଜ୍ଞାର୍ଥରେ ଅସ୍) — ପଣସ (ଦେଖ) — Paṇasa (See)
- ସଂ. ବି (ପନ୍ ଧାତୁ= ସ୍ତୁତି କରିବା+କର୍ମ, ସଂଜ୍ଞାର୍ଥରେ ଅସ୍) — ବାନରବିଶେଷ — A species of monkey
- ସଂ. ବି (ପନ୍ ଧାତୁ= ସ୍ତୁତି କରିବା+କର୍ମ, ସଂଜ୍ଞାର୍ଥରେ ଅସ୍) — ରାମାୟଣ ବର୍ଣ୍ଣିତ ବାନର ଯୂଥପତି — Name of a monkey chief mentioned in the Rāmāyaṇa
- ସଂ. ବି (ପନ୍ ଧାତୁ= ସ୍ତୁତି କରିବା+କର୍ମ, ସଂଜ୍ଞାର୍ଥରେ ଅସ୍) — ବର୍ଷ୍ମ ମଧୁରେ କଞ୍ଚନ ଡାଳିମ୍ବ ଉତ୍ଫୁଲ୍ଲ ବ୍ୟବସ୍ଥିତେ ପନସ କରାଇ ସଫର । ଭଞ୍ଜ. ବୈଦେହୀଶବିଳାସ ।
- ସଂ. ବି (ପନ୍ ଧାତୁ= ସ୍ତୁତି କରିବା+କର୍ମ, ସଂଜ୍ଞାର୍ଥରେ ଅସ୍) — କଣ୍ଟକ — Thorn (M.W.)
- ସଂ. ବି (ପନ୍ ଧାତୁ= ସ୍ତୁତି କରିବା+କର୍ମ, ସଂଜ୍ଞାର୍ଥରେ ଅସ୍) — ଏକ ପ୍ରକାର ସାପ — A species of serpent. (M.W.)