ପଦିକା Padikā
- ଦେ. ବି. (ସଂ. ପଦ) — ନଳ; ଭୂମି ମାପ କରିବା ସକାଶେ ବ୍ୟବହୃତ ନିର୍ଦ୍ଦିଷ୍ଟ ଯଷ୍ଟିବିଶେଷ — A land-measuring rod of certain length
- ଦେ. ବି. (ସଂ. ପଦ) — [ଦ୍ର—ପୂର୍ବେ ଆମ ଦେଶରେ ପଦିକାଦ୍ୱାରା ଭୂମି ମାପ କରାଯାଉ- ଥିଲା। ଏହାର ଦୈର୍ଘ୍ୟ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଥିଲା; ଯଥା 24 ଦସ୍ତି ପଦିକା, ବିଶି ଦସ୍ତି ପଦିକା, 16 ଦସ୍ତି ପଦିକା, 12 ଦସ୍ତି 14 ଦସ୍ତି ପଦିକା, ତସ୍ତି ତଳେ ଟୀକା ଦେଖ।] — [ଦ୍ର—ପୂର୍ବେ ଆମ ଦେଶରେ ପଦିକାଦ୍ୱାରା ଭୂମି ମାପ କରାଯାଉ- ଥିଲା ଏହାର ଦୈର୍ଘ୍ୟ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଥିଲା; ଯଥା24ଦସ୍ତି ପଦିକା, ବିଶି ଦସ୍ତି ପଦିକା,16ଦସ୍ତି ପଦିକା,12ଦସ୍ତି14ଦସ୍ତି ପଦିକା, ତସ୍ତି ତଳେ ଟୀକା ଦେଖ]
- ଦେ. ବି. (ସଂ. ପଦ) — ଚାରିପଣ; ଚାରିଅଣା — 4 panas; 4 annas