ପଦା Padā
- ଦେ. ବିଣ. (ସଂ. ପଦ ବା ପ୍ରାନ୍ତର) — ଶୂନ୍ୟ — Empty
- ଦେ. ବିଣ. (ସଂ. ପଦ ବା ପ୍ରାନ୍ତର) — ଉନ୍ମୁକ୍ତ, ଖୋଲା — Open
- ଦେ. ବିଣ. (ସଂ. ପଦ ବା ପ୍ରାନ୍ତର) — ବୃକ୍ଷାଦିହୀନ — Treeless
- ଦେ. ବିଣ. (ସଂ. ପଦ ବା ପ୍ରାନ୍ତର) — ଦେଖିଲା ଅଶୋକବନ ହୋଇଅଛି ପଦା। ବିଶ୍ୱନାଥ. ବିଚିତ୍ରରାମାୟଣ।
- ଦେ. ବିଣ. (ସଂ. ପଦ ବା ପ୍ରାନ୍ତର) — ବହିଃସ୍ଥ — Outer
- ଦେ. ବିଣ. (ସଂ. ପଦ ବା ପ୍ରାନ୍ତର) — ପଡ଼ିଆ ପରି ଜନଶୂନ୍ୟ — Solitary like a waste
- ଦେ. ବିଣ. (ସଂ. ପଦ ବା ପ୍ରାନ୍ତର) — ବିନଷ୍ଟ — Destroyed
- ଦେ. ବି — ପଡ଼ିଆ — Waste
- ଦେ. ବି — ବାହାର — Outside
- ଦେ. ବି — ବିସ୍ତୀର୍ଣ୍ଣ ପ୍ରାନ୍ତର — Open field; plain
- ଦେ. ବି — ବୃକ୍ଷ ଲତାହୀନ ସ୍ଥାନ — Treeless field; open place; wilderness
- ଦେ. ବି — (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହେଲେ) ସ୍ଥାନ — Place