ପଦଜ Padaja

  • ସଂ. ବିଣ. (ପଦ+ଜନ୍ ଧାତୁ+କର୍ତ୍ତୃ. ଅ) — ପଦରୁ ଜାତ — Born of the foot
  • ସଂ. ବି — ଗୋଡ଼ର ଆଙ୍ଗୁଠି — The fingers of the leg
  • ସଂ. ବି — (ବ୍ରହ୍ମାଙ୍କ ପଦରୁ ଶୂଦ୍ର ଜାତ ହୋଇଥିବା) ଶୂଦ୍ର — A Ṡūdra