ପତ୍ର Patra
- ସଂ. ବି. (ପତ୍ ଧାତୁ+କର୍ତ୍ତୃ. ର) — ଦଳ; ଗଛର ପତ୍ର — Leaf of a tree
- ସଂ. ବି. (ପତ୍ ଧାତୁ+କର୍ତ୍ତୃ. ର) — ବହିର କାଗଜ — Leaf of a book
- ସଂ. ବି. (ପତ୍ ଧାତୁ+କର୍ତ୍ତୃ. ର) — ଚିଠି — Letter
- ସଂ. ବି. (ପତ୍ ଧାତୁ+କର୍ତ୍ତୃ. ର) — ଲେଖ; ଲିପି; ଦଲିଲ — Document; deed; a writing
- ସଂ. ବି. (ପତ୍ ଧାତୁ+କର୍ତ୍ତୃ. ର) — ହୁକୁମନାମା — Order
- ସଂ. ବି. (ପତ୍ ଧାତୁ+କର୍ତ୍ତୃ. ର) — ଅଙ୍ଗୀକାର ପତ୍ର — Deed of agreement or contract
- ସଂ. ବି. (ପତ୍ ଧାତୁ+କର୍ତ୍ତୃ. ର) — ପକ୍ଷ; ଡେଣା — Wing of a bird
- ସଂ. ବି. (ପତ୍ ଧାତୁ+କର୍ତ୍ତୃ. ର) — ଧାତୁର ପାତିଆ — Foil of metal
- ସଂ. ବି. (ପତ୍ ଧାତୁ+କର୍ତ୍ତୃ. ର) — ବାଣର ପକ୍ଷ — The feather of an arrow
- ସଂ. ବି. (ପତ୍ ଧାତୁ+କର୍ତ୍ତୃ. ର) — ଯାନ; ବାହନ — Vehicle; conveyance
- ସଂ. ବି. (ପତ୍ ଧାତୁ+କର୍ତ୍ତୃ. ର) — ଶସ୍ତ୍ରାଦିର ପାତ — Blade of a weapon
- ସଂ. ବି. (ପତ୍ ଧାତୁ+କର୍ତ୍ତୃ. ର) — ଦେହରେ ପତ୍ରାକୃତି ରଚନାବଳୀ — Leaf-like painting on the body