ପତ୍ରୀ Patrī
- ସଂ. ବି. (ପତ୍ର+ଇନ୍; 1 ମା, 1 ବ) — ପକ୍ଷୀ — Bird
- ସଂ. ବି. (ପତ୍ର+ଇନ୍; 1 ମା, 1 ବ) — ଶର; ବାଣ — Arrow
- ସଂ. ବି. (ପତ୍ର+ଇନ୍; 1 ମା, 1 ବ) — ପର୍ବତ — Mountain
- ସଂ. ବି. (ପତ୍ର+ଇନ୍; 1 ମା, 1 ବ) — [ଦ୍ର—ପୁରାଣମତେ ପର୍ବତମାନଙ୍କର ପୂର୍ବେ ପକ୍ଷ ଥିଲା ।]
- ସଂ. ବି. (ପତ୍ର+ଇନ୍; 1 ମା, 1 ବ) — ରଥ — Car
- ସଂ. ବି. (ପତ୍ର+ଇନ୍; 1 ମା, 1 ବ) — ବୃକ୍ଷ — Tree; plant
- ସଂ. ବି. (ପତ୍ର+ଇନ୍; 1 ମା, 1 ବ) — ତାଳ ଗଛ — Palm tree
- ସଂ. ବି. (ପତ୍ର+ଇନ୍; 1 ମା, 1 ବ) — (ପତ୍ର+ସ୍ତ୍ରୀ ଈ)ପତ୍ରିକା; ଚିଠି — Letter
- ସଂ. ବି. (ପତ୍ର+ଇନ୍; 1 ମା, 1 ବ) — ଶ୍ୟେନ; ଛଞ୍ଚାଣ (ହି. ଶ.) — Falcon
- ସଂ. ବିଣ — ପତ୍ରବିଶିଷ୍ଟ — Leafy