ପତୁରି Paturi

  • ଦେ. ବି. (ସଂ. ପତ୍ର) — ଧାନ ଗଛର ପତ୍ରମାନ ଲମ୍ବ ଲମ୍ବ ହୋଇ ବଢ଼ିଯିବା ଅବସ୍ଥା — The state of the leaves of paddy plants growing inordinately long
  • ଦେ. ବି. (ସଂ. ପତ୍ର) — [ଦ୍ର—ଏଥିରେ ଧାନ ଭଲ ଫଳେ ନାହିଁ।]