ପତା Patā
- ଦେ. ବି. (ସଂ. ପତ୍ର) — ଆଖିର ଉପରସ୍ଥ ପିଛଡ଼ା, ପଲକ — Eye lid
- ଦେ. ବି. (ସଂ. ପତ୍ର) — ସାନ ବାଳିଆ ମାଛ ବା ବାଳିଆ ପତକା — Small Bāḻiā fish
- ଦେ. ବି. (ସଂ. ପତ୍ର) — (ସଂ. ପ୍ରତ୍ୟୟ; ପ୍ରା. ପତ୍ତଅ=ଖ୍ୟାତି ହି. ଶ.) ବସ୍ତୁର ବା ବ୍ୟକ୍ତିର ଅବସ୍ଥିତି ସମ୍ବନ୍ଧେ ପରିଚୟ ବା ସୂଚନା; ଠିକଣା — The whereabouts of a person or thing
- ଦେ. ବି. (ସଂ. ପତ୍ର) — ଚିହ୍ନ — Trace; token
- ଦେ. ବି. (ସଂ. ପତ୍ର) — ଖବର; ସମ୍ବାଦ — News
- ଦେ. ବି. (ସଂ. ପତ୍ର) — ମାତ୍ର ବାପ ମା'ର ଜାତି କୁଳ ଓ ଦେଶର ପତା ନ ଲାଗିବାରୁ ବର ଜୁଟିଲା ନାହିଁ। ପକୀରମୋହନ, ଗଳ୍ପସ୍ୱଳ୍ପ।
- ଦେ. ବି. (ସଂ. ପତ୍ର) — ହଜିଥିବା ବସ୍ତୁର ସନ୍ଧାନ; ଖୋଜ — Information about a lost or missing thing; clue
- ଦେ. ବି. (ସଂ. ପତ୍ର) — କୌଣସି ବ୍ୟକ୍ତିଙ୍କର ରହିବା ସ୍ଥାନର ଠିକଣା — The address of a person
- ଦେ. ବି. (ସଂ. ପତ୍ର) — ଗୂଢ଼ ତତ୍ତ୍ୱ; ରହସ୍ୟ — Secret