ପତାକୀ Patākī

  • ସଂ. ବିଣ. (ପତାକା+ଇନ୍; 1 ମା. 1 ବ.) — ପତାକାଧାରୀ — Having a standard; standard-bearing
  • ସଂ. ବି — ପତାକୀ ଚକ୍ର (ଦେଖ) — Patākī chakra (See)
  • ସଂ. ବି — ରଥ — Car; chariot
  • ସଂ. ବି — ସେନା — Army
  • ସଂ. ବି — ପତାକାଧାରୀ ବ୍ୟକ୍ତି — Standard- bearer
  • ସଂ. ବି — ପତାକା — Flag. (M.W.)