ପତତ୍ Patat

  • ସଂ. ବିଣ. (ପତ୍ ଧାତୁ+ଅତ୍; ପୁଂ. ପତନ୍; ସ୍ତ୍ରୀ. ପତତୀ) — ପତନଶୀଳ — 2. Fallible
  • ସଂ. ବିଣ. (ପତ୍ ଧାତୁ+ଅତ୍; ପୁଂ. ପତନ୍; ସ୍ତ୍ରୀ. ପତତୀ) — ତଳକୁ ପଡ଼ୁଥିବା — Falling down; descending
  • ସଂ. ବିଣ. (ପତ୍ ଧାତୁ+ଅତ୍; ପୁଂ. ପତନ୍; ସ୍ତ୍ରୀ. ପତତୀ) — ଉଡ଼ୁଥିବା — Flying
  • ସଂ. ବି — ପକ୍ଷୀ — Bird