ପତଗ Pataga

  • ସଂ. ବି. (ପତ=ପକ୍ଷ+ଗମ୍ ଧାତୁ+କର୍ତ୍ତୃ. ଅ; ଯେ ପକ୍ଷ ଦ୍ୱାରା ଗତି କରେ କିମ୍ବା ପତନ=ଆକାଶରେ ଉଡ଼ି କରି+ ଗମ୍ ଧାତୁ+ଅ) — ପକ୍ଷୀ — Bird
  • ସଂ. ବି. (ପତ=ପକ୍ଷ+ଗମ୍ ଧାତୁ+କର୍ତ୍ତୃ. ଅ; ଯେ ପକ୍ଷ ଦ୍ୱାରା ଗତି କରେ କିମ୍ବା ପତନ=ଆକାଶରେ ଉଡ଼ି କରି+ ଗମ୍ ଧାତୁ+ଅ) — ଶଲଭ; ଝିଣ୍ଟିକା — Locust; a grasshopper
  • ସଂ. ବି. (ପତ=ପକ୍ଷ+ଗମ୍ ଧାତୁ+କର୍ତ୍ତୃ. ଅ; ଯେ ପକ୍ଷ ଦ୍ୱାରା ଗତି କରେ କିମ୍ବା ପତନ=ଆକାଶରେ ଉଡ଼ି କରି+ ଗମ୍ ଧାତୁ+ଅ) — ଉଡ଼ା ପୋକ — Moth
  • ସଂ. ବି. (ପତ=ପକ୍ଷ+ଗମ୍ ଧାତୁ+କର୍ତ୍ତୃ. ଅ; ଯେ ପକ୍ଷ ଦ୍ୱାରା ଗତି କରେ କିମ୍ବା ପତନ=ଆକାଶରେ ଉଡ଼ି କରି+ ଗମ୍ ଧାତୁ+ଅ) — ସୂର୍ଯ୍ୟ — The sun
  • ସଂ. ବି. (ପତ=ପକ୍ଷ+ଗମ୍ ଧାତୁ+କର୍ତ୍ତୃ. ଅ; ଯେ ପକ୍ଷ ଦ୍ୱାରା ଗତି କରେ କିମ୍ବା ପତନ=ଆକାଶରେ ଉଡ଼ି କରି+ ଗମ୍ ଧାତୁ+ଅ) — ଅଗ୍ନି — Fire
  • ସଂ. ବି. (ପତ=ପକ୍ଷ+ଗମ୍ ଧାତୁ+କର୍ତ୍ତୃ. ଅ; ଯେ ପକ୍ଷ ଦ୍ୱାରା ଗତି କରେ କିମ୍ବା ପତନ=ଆକାଶରେ ଉଡ଼ି କରି+ ଗମ୍ ଧାତୁ+ଅ) — ବାଣ — Arrow
  • ସଂ. ବି. (ପତ=ପକ୍ଷ+ଗମ୍ ଧାତୁ+କର୍ତ୍ତୃ. ଅ; ଯେ ପକ୍ଷ ଦ୍ୱାରା ଗତି କରେ କିମ୍ବା ପତନ=ଆକାଶରେ ଉଡ଼ି କରି+ ଗମ୍ ଧାତୁ+ଅ) — ପାରଦ — Mercury
  • ସଂ. ବି. (ପତ=ପକ୍ଷ+ଗମ୍ ଧାତୁ+କର୍ତ୍ତୃ. ଅ; ଯେ ପକ୍ଷ ଦ୍ୱାରା ଗତି କରେ କିମ୍ବା ପତନ=ଆକାଶରେ ଉଡ଼ି କରି+ ଗମ୍ ଧାତୁ+ଅ) — ଚନ୍ଦନବିଶେଷ — A kind of sandal wood
  • ସଂ. ବି. (ପତ=ପକ୍ଷ+ଗମ୍ ଧାତୁ+କର୍ତ୍ତୃ. ଅ; ଯେ ପକ୍ଷ ଦ୍ୱାରା ଗତି କରେ କିମ୍ବା ପତନ=ଆକାଶରେ ଉଡ଼ି କରି+ ଗମ୍ ଧାତୁ+ଅ) — ଶାଳି ବା ଶାରଦ ଧାନବିଶେଷ — A kind of winter paddy
  • ସଂ. ବି. (ପତ=ପକ୍ଷ+ଗମ୍ ଧାତୁ+କର୍ତ୍ତୃ. ଅ; ଯେ ପକ୍ଷ ଦ୍ୱାରା ଗତି କରେ କିମ୍ବା ପତନ=ଆକାଶରେ ଉଡ଼ି କରି+ ଗମ୍ ଧାତୁ+ଅ) — ଲେଖା ଆଦିର ବ୍ୟବହୃତ ଯୁକ୍ତ '+' ଚିହ୍ନ; ଛକି — A cross mark made in Writing
  • ସଂ. ବି. (ପତ=ପକ୍ଷ+ଗମ୍ ଧାତୁ+କର୍ତ୍ତୃ. ଅ; ଯେ ପକ୍ଷ ଦ୍ୱାରା ଗତି କରେ କିମ୍ବା ପତନ=ଆକାଶରେ ଉଡ଼ି କରି+ ଗମ୍ ଧାତୁ+ଅ) — ମହୁମାଛି — Bee (Apte)
  • ସଂ. ବି. (ପତ=ପକ୍ଷ+ଗମ୍ ଧାତୁ+କର୍ତ୍ତୃ. ଅ; ଯେ ପକ୍ଷ ଦ୍ୱାରା ଗତି କରେ କିମ୍ବା ପତନ=ଆକାଶରେ ଉଡ଼ି କରି+ ଗମ୍ ଧାତୁ+ଅ) — ଖେଳିବାର ପେଣ୍ଡୁ — A ball for playing with (Apte)