ପଣିବା Paṇibā
- ଦେ. କ୍ରି. (ତା. ପଣ= ବ୍ୟବହାରୋପଯୋଗୀ କରିବା) — କୁଟିବା ନିମନ୍ତେ କୌଣସି ବସ୍ତୁକୁ ଢିଙ୍କିମୁଣ୍ଡାରେ ସଜ୍ଜିତ କରିବା ବା ଭରିବା — To put or push in a thing for pounding into the pounding hole of a Ḍhiṅki
- ଦେ. କ୍ରି. (ତା. ପଣ= ବ୍ୟବହାରୋପଯୋଗୀ କରିବା) — ଢିଙ୍କି ଗାତରେ କୁଟିବା ଦ୍ରବ୍ୟ ପୂରାଇବା ପରି ବହୁ ପରିମାଣରେ କୌଣସି ଖାଦ୍ୟକୁ ମୁଖଗହ୍ୱରକୁ ନିକ୍ଷେପ କରିବା ଓ ତାହା ଗିଳିବା — To gulp in large quantities; to put large quantities of food into the mouth voraciously; to swallow greedily or voraciously
- ଦେ. କ୍ରି. (ତା. ପଣ= ବ୍ୟବହାରୋପଯୋଗୀ କରିବା) — ବିଧାଆଦିଦ୍ୱାରା ଉପର୍ଯ୍ୟୁପରି ବହୁ ପ୍ରହାର କରିବା — 4. To administer a volley of fists or strokes
- ଦେ. କ୍ରି. (ତା. ପଣ= ବ୍ୟବହାରୋପଯୋଗୀ କରିବା) — କୁଟିବା — To pound
- ଦେ. କ୍ରି. (ତା. ପଣ= ବ୍ୟବହାରୋପଯୋଗୀ କରିବା) — କୌଣସି ବସ୍ତୁକୁ ପଣ ପଣ କରି ଗଣିବା — To count things by groups of one paṇa or 80
- ଦେ. କ୍ରି. (ତା. ପଣ= ବ୍ୟବହାରୋପଯୋଗୀ କରିବା) — ବହୁତଗୁଡ଼ାଏ କଥା ଉପର୍ଯ୍ୟୁପରି କହିବା; ନହଳିବା — To bable forth a volley of words
- ଦେ. କ୍ରି. (ତା. ପଣ= ବ୍ୟବହାରୋପଯୋଗୀ କରିବା) — କୌଣସି ସ୍ଥାନରେ କୌଣସି ବସ୍ତୁକୁ ବହୁ ପରିମାଣରେ ଭରିବା — To fill up a place with any thing
- ଦେ. କ୍ରି. (ତା. ପଣ= ବ୍ୟବହାରୋପଯୋଗୀ କରିବା) — କୌଣସି ସ୍ଥାନରେ କୌଣସି ବସ୍ତୁ ବହୁ ପରିମାଣରେ ଯୋଗାଇବା — To supply anything abundantly at a place