ପଣତ Paṇata

  • ଦେ. ବି.—(ସଂ. ପଟାନ୍ତ; ପଟପ୍ରାନ୍ତ; ପ୍ରା. ପଡ଼ନ୍ତ; ପାଲୀ. ପନ୍ତ) ପିନ୍ଧିବା ବସ୍ତ୍ରର ଶେଷଭାଗ; ବସ୍ତ୍ରାଞ୍ଚଳ — The end of a wearing cloth
  • ଦେ. ବି.—(ସଂ. ପଟାନ୍ତ; ପଟପ୍ରାନ୍ତ; ପ୍ରା. ପଡ଼ନ୍ତ; ପାଲୀ. ପନ୍ତ) ଲୁଗାର ଗୋଟିଏ ଅଂଶ ବା ଅର୍ଦ୍ଧ — One half of a cloth
  • ଦେ. ବି.—(ସଂ. ପଟାନ୍ତ; ପଟପ୍ରାନ୍ତ; ପ୍ରା. ପଡ଼ନ୍ତ; ପାଲୀ. ପନ୍ତ) ଦମୟନ୍ତୀଙ୍କ ଲୁଗା ପଣତ ପିନ୍ଧିଲେ। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ବିଣ. (ସଂ. ଅନ୍ତ) — ଅନ୍ତ୍ୟ; ଅନ୍ତିମ — Last
  • ଦେ. ବିଣ. (ସଂ. ଅନ୍ତ) — (ଯଥା—ପଣତ କାଳ)
  • ପ୍ରାଦେ. (ଗଡ଼ଜାତ) ବି — ଯେଉଁ ପଟାମାନ ଯୋଡ଼ା ହୋଇ ଗୋଟିଆ ଶଗଡ଼ର ଅରହୀନ ଚକ ତିଆରି ହୋଇଥାଏ — The planks which form the solid wheel of a Goṭiā cart