ପଣକିଆ Paṇakiā
- ଦେ. ବି — ପଣ ସମ୍ବନ୍ଧୀୟ ଗଣିତ — Arithmetical multiplication table for computing paṇas or annas
- ଦେ. ବି — [ଦ୍ର—ଗଣିତ ଗୁଣନ ଓ ହିସାବ ମୁଖସ୍ଥ କରିବାର ନାନାପ୍ରକାର ପଣକିଆ ଅଛି। ଯଥା— ସାଧା ପଣକିଆ; ପାହି ପଣିକିଆ; କଡ଼ାଗଣ୍ଡା ପଣିକିଆ।]
- ଦେ. ବି — ପଣକିଆ ପ୍ରତି ସଂଖ୍ୟାର ଏକଗୁଣ ଠାରୁ ଦଶ ଗୁଣ ପର୍ଯ୍ୟନ୍ତ ଥାଏ। ପ୍ରତି ସଂଖ୍ୟା ବା ଖନ୍ଦାର ପଣିକିଆକୁ ଉକ୍ତ ସଂଖ୍ୟାରେ 'କ' ଲଗାଇ ଏକକ, ଦୁଇକ, ତିନିକ ଏହିପରି ପଚିଶିକ ପଣିକିଆ ପର୍ଯ୍ୟନ୍ତ ଶିଶୁମାନେ ମୁଖସ୍ଥ କରନ୍ତି।
- ଦେ. ବି — ଦୁଇକ ସାଧା ପଣକିଆ ଯଥା
- ଦେ. ବି — /?/ /?/ /?/ /?/ /?/ /?/ /?/ /?/ /?/ /?/ 2 4 6 8 10 12 14 16 18 20 1 2 3 4 5 6 7 8 9 10 2 2 2 2 2 2 2 2 2 2 — /?/ /?/ /?/ /?/ /?/ /?/ /?/ /?/ /?/ /?/2 4 6 8 10 12 14 16 18 201 2 3 4 5 6 7 8 9 102 2 2 2 2 2 2 2 2 2
- ଦେ. ବି — 2 ୟ ଖନ୍ଦା ଦୁଇ ଦୁଣେ ଚାରି ପଣ। 3 ୟ ଖନ୍ଦା ଦୁଇ ତିରି ଛଅ ପଣ। 4 ର୍ଥ ଖନ୍ଦା ଦୁଇ ଚଉ ଆଠ ପଣ। 5 ମ ଖନ୍ଦା ଦୁଇ ପଞ୍ଚା ଦଶ ପଣ। 6 ଷଷ୍ଠ ଖନ୍ଦା ଦୁଇ ଷୋହୋ ବାର ପଣ। 7 ମ ଖନ୍ଦା ଦୁଇ ସତାଁ ଚଉଦ ପଣ। 8 ମ ଖନ୍ଦା ଦୁଇ ଅଷ୍ଟାଁ ଷୋଳ ପଣ କାହାଣେ। 9 ମ ଖନ୍ଦା ଦୁଇ ନୁଆଁ ଅଠର ପଣ କାହାଣେ ଦୁଇ ପଣ। 10 ମ ଖନ୍ଦା ଦୁଇ ଦଶାଁ କୋଡ଼ିଏ ପଣ କାହାଣେ ଚାରି ପଣ। ଏହିପରି ପିଲାମାନେ ପଇଟାନ୍ତି। — 1ମ ଖନ୍ଦା ଦୁଇ କେ ଦୁଇ ପଣ2ୟ ଖନ୍ଦା ଦୁଇ ଦୁଣେ ଚାରି ପଣ3ୟ ଖନ୍ଦା ଦୁଇ ତିରି ଛଅ ପଣ4ର୍ଥ ଖନ୍ଦା ଦୁଇ ଚଉ ଆଠ ପଣ5ମ ଖନ୍ଦା ଦୁଇ ପଞ୍ଚା ଦଶ ପଣ6ଷଷ୍ଠ ଖନ୍ଦା ଦୁଇ ଷୋହୋ ବାର ପଣ7ମ ଖନ୍ଦା ଦୁଇ ସତାଁ ଚଉଦ ପଣ8ମ ଖନ୍ଦା ଦୁଇ ଅଷ୍ଟାଁ ଷୋଳ ପଣ କାହାଣେ9ମ ଖନ୍ଦା ଦୁଇ ନୁଆଁ ଅଠର ପଣ କାହାଣେ ଦୁଇ ପଣ10ମ ଖନ୍ଦା ଦୁଇ ଦଶାଁ କୋଡ଼ିଏ ପଣ କାହାଣେ ଚାରି ପଣ ଏହିପରି ପିଲାମାନେ ପଇଟାନ୍ତି
- ଦେ. ବି — ଶିଶୁମାନେ ଏହିପରି ପଢ଼ି ପଣିକିଆମାନ ମୁଖସ୍ଥ କରନ୍ତି। ଭିନ୍ନ ଭିନ୍ନ ପଣିକିଆମାନଙ୍କର ଭିନ୍ନ ଭିନ୍ନ ଡାକ ଅଛି। (ପାହି ପଣକିଆ; କଡ଼ାଗଣ୍ଡା ପଣକିଆ)
- ଦେ. ବି — ଏକ ପ୍ରକାର ମାଇପଙ୍କର କାଚ — A kind of glass bangles
- ଦେ. ବିଣ — ପଣ ସମ୍ବନ୍ଧୀୟ — Pertaining to one paṇa