ପଟ୍ଟନ Paṭṭana

  • ସଂ. ବି. (ପଟ୍ ଧାତୁ+ଅଧିକରଣେ. ଅନ) — ନଗର — Town; city
  • ସଂ. ବି. (ପଟ୍ ଧାତୁ+ଅଧିକରଣେ. ଅନ) — ଗ୍ରାମ; ପଟଣା — Village; hamlet