ପଟ୍କା Paṭkā

  • ଦେ. ବି. — ପଟ୍କନ୍ (ଦେଖ) — Paṭ-kan (See)
  • ଦେ. ବି. — ଅଗ୍ନି ସଂଯୋଗର ଫଟ୍ ଶବ୍ଦପୂର୍ବକ ବିଦୀର୍ଣ୍ଣ ହେବା ତାଳ— ଫଟକା; ତାଳଫଟକା; ଫୁଟକି; ଫୋଟକା — A cracker
  • ଦେ. ବି. — ପଟକା (ଦେଖ) — Paṭakā (See)
  • ଦେ. ବି. — (ଧ୍ୱନ୍ୟନୁକରଣ) ଉଚ୍ଚ ପଟ୍ ଶବ୍ଦ — A loud cracking or bursting sound
  • ପ୍ରାଦେ. (ସମ୍ବଲପୁର)—ବି. — ଗାମୁଛା — Napkin