ପଟେରକ Paṭeraka

  • ସଂ. ବି — ପାଣି କୂଳେ ଜନ୍ମିବା ଏକ ପ୍ରକାର ତୃଣ; ପରୁଡ଼ି ସନ୍ତରା — A kind of reed
  • ସଂ. ବି — [ଦ୍ର—ଏହାର ପତ୍ର ଏକ ଇଞ୍ଚ ଚଉଡ଼ା ଓ 4/5 ଫୁଟ ଲମ୍ବ ଏବଂ ମୋଟା; ଏହି ପତ୍ରକୁ ଶୁଖାଇ ଲୋକେ ପରୁଡ଼ି ମଶିଣା ବୁଣନ୍ତି। ଏଥିରେ ବାଜରା ପରି କେଣ୍ଡା ଥିବା ଶସ୍ୟ ଫଳେ। ବୈଦ୍ୟକ ମତରେ ଏହା କଷାୟ, ମଧୁର, ଶୀତଳ, ରକ୍ତ ପିତ୍ତ ନାଶକ ଓ ମୂତ୍ର, ଶୁକ୍ର, ରଜଃ ଓ ସ୍ତନ୍ୟର ଶୁଦ୍ଧକର। ହି. ଶ.] — [ଦ୍ର—ଏହାର ପତ୍ର ଏକ ଇଞ୍ଚ ଚଉଡ଼ା ଓ4/5ଫୁଟ ଲମ୍ବ ଏବଂ ମୋଟା; ଏହି ପତ୍ରକୁ ଶୁଖାଇ ଲୋକେ ପରୁଡ଼ି ମଶିଣା ବୁଣନ୍ତି ଏଥିରେ ବାଜରା ପରି କେଣ୍ଡା ଥିବା ଶସ୍ୟ ଫଳେ ବୈଦ୍ୟକ ମତରେ ଏହା କଷାୟ, ମଧୁର, ଶୀତଳ, ରକ୍ତ ପିତ୍ତ ନାଶକ ଓ ମୂତ୍ର, ଶୁକ୍ର, ରଜଃ ଓ ସ୍ତନ୍ୟର ଶୁଦ୍ଧକର ହି. ଶ.]