ପଟୁ Paṭu
- ସଂ. ବିଣ. (ପାଟି ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଉ) — ନିପୁଣ — Expert, dexterous; skilful; proficient
- ସଂ. ବିଣ. (ପାଟି ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଉ) — ସମର୍ଥ — Able
- ସଂ. ବିଣ. (ପାଟି ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଉ) — ନୀରୋଗ; ସୁସ୍ଥ — Healthy; sound
- ସଂ. ବିଣ. (ପାଟି ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଉ) — ଚତୁର — Clever
- ସଂ. ବିଣ. (ପାଟି ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଉ) — ଧୂର୍ତ୍ତ — Cunning; sly; roguish
- ସଂ. ବିଣ. (ପାଟି ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଉ) — ଉଷ୍ଣ — Warm
- ସଂ. ବିଣ. (ପାଟି ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଉ) — ଉଜ୍ଜ୍ୱଳ — Bright
- ସଂ. ବିଣ. (ପାଟି ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଉ) — ତୀକ୍ଷ୍ଣବୁଦ୍ଧି — Sharp; smart
- ସଂ. ବିଣ. (ପାଟି ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଉ) — ଶକ୍ତ; ସବଳ — Strong
- ସଂ. ବିଣ. (ପାଟି ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଉ) — ପ୍ରସ୍ଫୁଟିତ — Blown; expanded
- ସଂ. ବିଣ. (ପାଟି ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଉ) — ନିଷ୍ଠୁର — Cruel
- ସଂ. ବିଣ. (ପାଟି ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଉ) — ଅତ୍ୟଧିକ — Violent; intense. (Apte)