ପଟାଳି Paṭāḻi

  • ଦେ. ବି (ସ. ପଟଳ) — ସାଗ କିଆରି — A plot or square of land prepared for growing kitchen-vegetables
  • ଦେ. ବି (ସ. ପଟଳ) — ନଈରେ ଭାସି ଆସିବାର ଉପଯୋଗୀ ଏକତ୍ର ଆବଦ୍ଧ କାଠ ବା ବାଉଁଶର ସମଷ୍ଟି — A raft of bamboos or logs; a float of logs or bamboos for transportation ; a fleet of logs