ପଟାକ୍ Patāk

  • ଦେ. ଅ. (ଧ୍ୱନ୍ୟନୁକରଣ) — ପଟ୍ ପଟ୍ ଶବ୍ଦ; ଦୁଇଟି କୋମଳ ପଟାପରି ବସ୍ତୁର ଉପର୍ଯ୍ୟୁପରି ଆଘାତ ଜନିତ ଶବ୍ଦ — With a plattering sound
  • ଦେ. ଅ. (ଧ୍ୱନ୍ୟନୁକରଣ) — କୋରଡ଼ା ମାରିବାର ଶବ୍ଦ — Smacking sound of whipping