ପଟାଇ Paṭāi

  • ଦେ. ବିଣ. (କଚିରିଆ) — ପଟ୍ଟାସଂକ୍ରାନ୍ତ — Appertaining to a lease
  • ଦେ. ବିଣ. (କଚିରିଆ) — ପଟ୍ଟାଦ୍ୱାରା ରଇତକୁ ଦତ୍ତ — Leased out
  • ଦେ. ବିଣ. (କଚିରିଆ) — (ଯଥା—ପଟାଇ ଜମି; ପଟାଇ ସ୍ୱତ୍ୱ।)