ପଟା ପତ୍ର Paṭā patra

  • ଦେ. ବି. (ସଂ. ପଟ୍ଟା ଓ ପତ୍ର) — ସନନ୍ଦ — A royal grant
  • ଦେ. ବି. (ସଂ. ପଟ୍ଟା ଓ ପତ୍ର) — ଦତ୍ତପତ୍ର — Deed of gift
  • ଦେ. ବି. (ସଂ. ପଟ୍ଟା ଓ ପତ୍ର) — ଅଧିକାର ପତ୍ର — Title deed