ପଟା ଟୋପ paṭā ṭopa
- ଦେ. ବି ଓ. ଅ — ପଟା ଟପ (ଦେଖ) — Paṭā ṭapa (See)
- ଦେ. ବି ଓ. ଅ — ସଭାରେ କଥା ପଡ଼ିଥିଲେ ଗୁରୁ କୋପ କରି କହିବାକୁ ଆସନ୍ତି ପଟା ଟୋପ। କୃଷ୍ଣସିଂହ. ମହାଭାରତ, ବିରାଟ।
- ଦେ. ବି ଓ. ଅ — ଘରର ଚଟାଣ ତଳେ ଧନ ଆଦି ଲୁଚାଇ ରଖିବା ପାଇଁ ଖୋଳା ଯାଇଥିବା ଗର୍ତ୍ତ (ଯହା ଉପରେ ପଟା ପଡ଼ିଥାଏ) — A hole dug in the floor of a house to conceal things, over which planks are laid
- ଦେ. ବି ଓ. ଅ — [ ଦ୍ର—ଲୋକେ ପୂର୍ବକାଳରେ ଘର ତଳେ ଗାତ ଖୋଳି ସେଥିରେ ଧନ ଆଦି ଲୁଚାଇ ରଖୁଥିଲେ ଓ ସେ ଗାତର ମୁହଁକୁ ପଟା ଦ୍ୱାରା ଘୋଡ଼ାଇ ରଖୁଥିଲେ। ଧନ ଆଦି କାଢ଼ିବାର ଦରକାର ହେଲେ ପଟାକୁ କାଢୁଥିଲେ। ଅନ୍ୟ ସମୟରେ ଉକ୍ତ ଟୋପରର ମୁହଁ ପଟାରେ ବନ୍ଦ ରହୁଥିଲା ଓ ବାହାରର ଲୋକେ ଏହାକୁ ଠଉରାଇ ପାରୁ ନ ଥିଲେ। ]