ପଟ ବାସ Paṭa bāsa

  • ସଂ. ବି. (ମଧ୍ୟପଦଲୋପୀ କର୍ମଧା; ପଟ ନିର୍ମିତ ବାସ) — ବସ୍ତ୍ରଗୃହ; ତମ୍ବୁ; ରାଉଟି — Tent
  • ସଂ. ବି. (ମଧ୍ୟପଦଲୋପୀ କର୍ମଧା; ପଟ ନିର୍ମିତ ବାସ) — ଚଉଡ଼ା ଧଡ଼ି ଥିବା ପାଟଶାଢ଼ୀ — A broad bordered silk cloth for women
  • ସଂ. ବି. (ମଧ୍ୟପଦଲୋପୀ କର୍ମଧା; ପଟ ନିର୍ମିତ ବାସ) — ଗନ୍ଧଚୂର୍ଣ୍ଣ; ଫଗୁଚୂର୍ଣ୍ଣ, ସୁଗନ୍ଧ ଅବିର — Scented powder (which is sprinkled over people in festivals)
  • ସଂ. ବି. (ମଧ୍ୟପଦଲୋପୀ କର୍ମଧା; ପଟ ନିର୍ମିତ ବାସ) — ପିଠଉ; ବଟା ଚାଉଳ — Rice paste; dough for preparing cake
  • ସଂ. ବି. (ମଧ୍ୟପଦଲୋପୀ କର୍ମଧା; ପଟ ନିର୍ମିତ ବାସ) — ଲୁଗା ଆଦିକୁ ସୁଗନ୍ଧିତ କରାଯିବା ବସ୍ତୁ (ହି. ଶ.) — Thing used for perfuming clothes
  • ସଂ. ବି. (ମଧ୍ୟପଦଲୋପୀ କର୍ମଧା; ପଟ ନିର୍ମିତ ବାସ) — ଲହଙ୍ଗା (ହି. ଶବ୍ଦସାଗର) (ଦେଖ) — Lahaṇgā (See)