ପଞ୍ଜୀ Pan̄jī
- ସଂ. ବି. (ପିନ୍ଜ ଧାତୁ=ସଂପୃକ୍ତ ହେବା+ଇ. ଈ) — ପାଞ୍ଜି; ଦିବସ ଓ କାଳଜ୍ଞାପକ ଗ୍ରନ୍ଥ; ପଞ୍ଚାଙ୍ଗ ପଞ୍ଜିକା — Calendar; almanac
- ସଂ. ବି. (ପିନ୍ଜ ଧାତୁ=ସଂପୃକ୍ତ ହେବା+ଇ. ଈ) — ହିସାବ ଖାତା — Account book
- ସଂ. ବି. (ପିନ୍ଜ ଧାତୁ=ସଂପୃକ୍ତ ହେବା+ଇ. ଈ) — ପ୍ରତ୍ୟେକ ଶବ୍ଦର ବ୍ୟାଖ୍ୟାଯୁକ୍ତ ନୋଟ — Commentary explaining and analysing every word
- ସଂ. ବି. (ପିନ୍ଜ ଧାତୁ=ସଂପୃକ୍ତ ହେବା+ଇ. ଈ) — ତୁଳନା ବଳଣା — A roll of carded cotton
- ସଂ. ବି. (ପିନ୍ଜ ଧାତୁ=ସଂପୃକ୍ତ ହେବା+ଇ. ଈ) — ପ୍ରସ୍ତାବନା — Prologue
- ସଂ. ବି. (ପିନ୍ଜ ଧାତୁ=ସଂପୃକ୍ତ ହେବା+ଇ. ଈ) — ବ୍ୟାକରଣର ବୃତ୍ତିଗ୍ରନ୍ଥ ବିଶେଷ — A grammatical commentary