ପଞ୍ଜି Pan̄ji

  • ସଂ. ବି. (ପିନ୍ଜ ଧାତୁ=ସଂପୃକ୍ତ ହେବା+ଇ. ଈ) — ପାଞ୍ଜି; ଦିବସ ଓ କାଳଜ୍ଞାପକ ଗ୍ରନ୍ଥ; ପଞ୍ଚାଙ୍ଗ ପଞ୍ଜିକା — Calendar; almanac
  • ସଂ. ବି. (ପିନ୍ଜ ଧାତୁ=ସଂପୃକ୍ତ ହେବା+ଇ. ଈ) — ହିସାବ ଖାତା — Account book
  • ସଂ. ବି. (ପିନ୍ଜ ଧାତୁ=ସଂପୃକ୍ତ ହେବା+ଇ. ଈ) — ପ୍ରତ୍ୟେକ ଶବ୍ଦର ବ୍ୟାଖ୍ୟାଯୁକ୍ତ ନୋଟ୍ — Commentary explaining and analysing every word
  • ସଂ. ବି. (ପିନ୍ଜ ଧାତୁ=ସଂପୃକ୍ତ ହେବା+ଇ. ଈ) — ତୁଳାର ବଳଣା — A roll of carded cotton
  • ସଂ. ବି. (ପିନ୍ଜ ଧାତୁ=ସଂପୃକ୍ତ ହେବା+ଇ. ଈ) — ପ୍ରସ୍ତାବନା — Prologue
  • ସଂ. ବି. (ପିନ୍ଜ ଧାତୁ=ସଂପୃକ୍ତ ହେବା+ଇ. ଈ) — ବ୍ୟାକରଣର ବୃତ୍ତିଗ୍ରନ୍ଥ ବିଶେଷ — A grammatical commentary