ପଚରା Pacharā
- ଦେ. ବିଣ. (ସଂ. ପଚ୍ ଧାତୁ) — ପଚା; ପୋଚିଆ; ପୋଚରା; ସଢ଼ା; ପର୍ଯ୍ୟୁଷିତ — Rotten; putrefied; putrid
- ଦେ. ବିଣ. (ସଂ. ପଚ୍ ଧାତୁ) — ମଇଳା — Dirty; filthy
- ଦେ. ବି. (ସଂ. ପ୍ରଚ୍ଛ୍ ଧାତୁ) — ପ୍ରଶ୍ନ କରିବା; ପଚାରିବା — Enquiring; questioning
- ଦେ. ବି. (ସଂ. ପ୍ରଚ୍ଛ୍ ଧାତୁ) — ବୋଲେ ଜଗଦ୍ଦେବ ସଙ୍କୋଚନ୍ତେ ବାଳା କିଶୋରଙ୍କର ପଚରାରେ— କବିସୂର୍ଯ୍ୟ, ସଙ୍ଗୀତ।
- ଦେ. ବି. (ସଂ. ପ୍ରଚ୍ଛ୍ ଧାତୁ) — (ସଂ. କୂର୍ଚ୍ଚୀ; କୂର୍ଚ୍ଚିକା) କାନ୍ଥ ଆଦିକୁ ଚୂନ— ପାଣିଦ୍ୱାରା ସଫେଦ କରିବା ପାଇଁ ବ୍ୟବହୃତ ଚାମର ପରି ଝୋଟର ବୁରୁସ — A brush made of jute fibres used in white-washing walls; a white-washing brush
- ଦେ. ବି. (ସଂ. ପ୍ରଚ୍ଛ୍ ଧାତୁ) — ଶଗଡ଼ଚକର ପୁଟୀକୁ ଅର ସହିତ ଦୃଢ଼ଭାବରେ ଆବଦ୍ଧ ରଖିବା ପାଇଁ ବ୍ୟବହୃତ ଖିଲ — A peg used to set the spokes tightly to the rim