ପଙ୍ଗା Paṅgā

  • ଦେ. ବି — ଉଦ୍ଭିଦ ପାଂଶୁରୁ ଉତ୍ପନ୍ନ ଲୁଣ — A kind of salt manufactured from vegetable ashes
  • ଦେ. ବି — ସମୁଦ୍ରପାଣିକୁ ନିଆଁରେ ସିଝାଇଲେ ପାତ୍ର ତଳେ ଯେଉଁ ଲୁଣ ବସିଯାଏ — Salt prepared by boiling
  • ଦେ. ବି — [ଦ୍ର—ଗୋଡ଼ା ଲୁଣ ରୁଆରୁଆ ଓ ଈଷତ୍ ପାଣ୍ଡୁର, ମାତ୍ର ପଙ୍ଗା ଲୁଣ ସଫା ଓ ଚୁନା ଚୁନା।]
  • ଦେ. ବି — ପଙ୍ଗା ମାଛ (ଦେଖ) — Paṅgā māchha (See)