ପଙ୍କ Paṅka

  • ସଂ. ବି. (ପନ୍ଚ ଧାତୁ=ବିସ୍ତାର କରିବା+ଅ) — କର୍ଦ୍ଦମ; କାଦୁଅ — Mud; mire; soft clay
  • ସଂ. ବି. (ପନ୍ଚ ଧାତୁ=ବିସ୍ତାର କରିବା+ଅ) — ଚନ୍ଦନାଦି କାଷ୍ଠ ମର୍ଦନରୁ ଜାତ ପଙ୍କବତ୍ ପ୍ରଲେପ — Soft paste
  • ସଂ. ବି. (ପନ୍ଚ ଧାତୁ=ବିସ୍ତାର କରିବା+ଅ) — ପାପ — Sin; guilt